Archosaurs | |
---|---|
Birds and crocodilians (in this case a yellow-billed stork and a Nile crocodile) are the only extant archosaurs. | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
ଗୋଷ୍ଠୀ: | ଇଉକ୍ରୋକୋପୋଡା |
ଗୋଷ୍ଠୀ: | ଆର୍ଚ୍ଚୋସୌରିଆ Cope, 1869 |
Subgroups | |
| |
Synonyms | |
Arctopoda Haeckel, 1895 |
ଆର୍କୋସର (Archosaur) ହେଉଛି ଏକ ଡାଇଆପ୍ସିଡ୍ ଅଣ୍ଡଜ ପ୍ରାଣିମାନଙ୍କର ଏକ ସମୂହ , ଯାହାର ଜୀବିତ ବଂଶଜସବୁ ପକ୍ଷୀ ଓ କ୍ରୋକୋଡ଼ିଲିଆନ୍ ଅଟନ୍ତି । ଏହି ସମୂହ (group)ରେ ସମସ୍ତ ବିଲୁପ୍ତ ଡାଇନୋସର ପ୍ରଜାତି, ବିଲୁପ୍ତ crocodilian ବଂଶଧର, ଏବଂ ଟେରୋସର ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । ଆର୍କୋସର cladeର ଆର୍କୋସୁରିଆ (Archosauria) ହେଉଛି ଏକ କ୍ରାଉନ୍ ଗ୍ରୁପ୍, ଏବଂ ଏଥିରେ ଜୀବିତ ପକ୍ଷୀ ଓ crocodilianମାନଙ୍କର ସବୁଠାରୁ ନିକଟତର ପୂର୍ବଜମାନେ ଅନ୍ତର୍ଭୁକ୍ତ ଅଟନ୍ତି । ଏଥିରେ ଅନ୍ତର୍ଭୁକ୍ତ ଦୁଇଟି ମୁଖ୍ୟ clade ହେଲେ: ସୁଡ଼ୋସୁଚିଆ, ଯେଉଁଥିରେ crocodilians ଓ ଏହାର ବିଲୁପ୍ତ ବଂଶଧରମାନେ ଅନ୍ତର୍ଭୁକ୍ତ , ଏବଂ ଅର୍ନିଥୋସୁଚିଆ, ଯେଉଁଥିରେ ପକ୍ଷୀ ଓ ଏହାର ବିଲୁପ୍ତ ବଂଶଧର ( ଯାଥା ଉଡି ପାରୁନଥିବା ଡାଇନୋସର ଓ ଟେରୋସର)ମାନେ ଅନ୍ତର୍ଭୁକ୍ତ ।