ଗେମ ଅଫ ଥ୍ରୋନ୍ସ | |
---|---|
ଫାଇଲ:Game of Thrones.jpg | |
ଶୈଳୀ | |
ପ୍ରସ୍ତୁତ କର୍ତ୍ତା | |
ଆଧାର | ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର by ଜର୍ଜ ଆର. ଆର. ମାର୍ଟିନ |
କଳାକାର | see List of Game of Thrones characters |
Theme music composer | Ramin Djawadi |
Opening theme | "Main Title" |
Composer(s) | Ramin Djawadi |
ଦେଶ | United States |
ମୂଳ ଭାଷା | English |
ଭାସଗ seasons | 7 |
ଅଧ୍ୟାୟ ସଂଖ୍ୟା | 67 (list of episodes) |
Production | |
Executive ପ୍ରଯୋଜକ |
|
ସ୍ଥାନ |
|
Running time | 50–80 minutes |
Production company(s) |
|
Distributor | Warner Bros. Television Distribution |
Release | |
Picture format | 1080i (16:9 HDTV) |
Audio format | Dolby Digital 5.1 |
ମୁକ୍ତିଲାଭ ତାରିଖ | ଅପ୍ରେଲ 17, 2011 | – present
Chronology | |
Related shows | After the Thrones Thronecast |
External links | |
Website | |
Production website |
ଗେମ ଅଫ ଥ୍ରୋନ୍ସ (English: Game of Thrones) ହେଉଛି ଡେଭିଡ ବେନୀଅଫ ଏବଂ ଡି.ବି. ୱୈଶଙ୍କଦ୍ୱାରା ନିର୍ମିତ ଆମେରିକୀୟ କାଳ୍ପନିକ ଓ ନାଟକ ଜାତୀୟ ଧାରାବାହିକ । ଏହା ଜର୍ଜ ଆର. ଆର. ମାର୍ଟିନଙ୍କରଦ୍ୱାରା ରଚିତ କାଳ୍ପନିକ ଉପନ୍ୟାସ ଶୃଙ୍ଖଳା, ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ଉପରେ ଆଧାରିତ ଅଟେ । ଏହି ଧାରାବାହିକଟିର ପ୍ରସାରଣ ୧୭ ଏପ୍ରିଲ ୨୦୧୧ ତାରିଖରେ ଏଚବିଓ ଚ୍ୟାନେଲରେ ଆରମ୍ବ ହୋଇଥିଲା । ଏହାର ସପ୍ତମ ଋତୁ ପ୍ରସାରିତ ହେବା ୨୭ ଅଗଷ୍ଟ ୨୦୧୭ ତାରିଖରେ ଉଦଯାପିତ ହୋଇଥିଲା । ଏହି ଧାରାବାହିକ ଶୃଙ୍ଖଳାର ଶେଷ, ଅଷ୍ଟମ ଋତୁଟି ଏପ୍ରିଲ ୧୪, ୨୦୧୯ରୁ ପ୍ରସାରଣ ଆରମ୍ଭ ହୋଇ ୧୯ ମଇ ୨୦୧୯ ତାରିଖରେ ସମାପ୍ତ ହୋଇଥିଲା ।[୧][୨][୩]
ୱେଷ୍ଟେରୋସ୍ ଓ ଏସୋସ୍ ନାମକ କାଳ୍ପନିକ ମହାଦେଶରେ ରଚିତ, ଗେମ ଅଫ ଥ୍ରୋନ୍ସରେ ଅନେକ କଥାନକ ଏବଂ କଳାକାର ସମୂହ ଅଛନ୍ତି । ଏ ମଧ୍ୟରୁ ତିନଟି ଗଳ୍ପ ଧାରା ପ୍ରମୁଖ । ପ୍ରଥମ ଗଳ୍ପ ଧାରାଟିର କେନ୍ଦ୍ର ବିନ୍ଦୁ ଅଟେ 'ସାତ ଗୋଟି ରାଜ୍ୟ'ର ଏକ 'ଲୌହ ସିଂହାସନ' । ଏଥିରେ ଅନେକ ରାଜ ପରିବାରମାନଙ୍କ ମଧ୍ୟର ସମ୍ବନ୍ଧ ଓ ଶତୃତାର କାହାଣି ବର୍ଣ୍ଣିତ, ଯୋଉଥିରେ ସେମାନେ ଲୌହ ସିଙ୍ଘାସନ ପାଇବା ପାଇଁ ଅଥବା ତା'ଠାରୁ ସ୍ୱାଧୀନ ହେବା ପାଇଁ ନିରନ୍ତର ଚେଷ୍ଟିତ । ଦ୍ୱିତିୟ ଗଳ୍ପ ଧାରାଟି କେନ୍ଦ୍ରିତ ଅଟେ ମହାଦେଶର ପୂର୍ବତନ ବିତାଡ଼ିତ ଶାସକ ପରିବାରର ଶେଷ ମୁଣ୍ଡ ଓ ତାଙ୍କ ଶାସନ ଫେରି ପାଇବାର ସଙ୍ଗ୍ରାମ ଉପରେ । ତୃତୀୟ ଗଳ୍ପ ଧାରାଟି ପ୍ରାଚୀନ କାଳରୁ ଥିବା ଭାତୃସଙ୍ଘ ଏବଂ ସେମାନଙ୍କ ଉପରେ ଥିବା ଦାୟିତ୍ୱ ଉପରେ କେନ୍ଦ୍ରିତ । ସୁଦୂର ଉତ୍ତରରୁ ଆସୁଥିବା ନୃଶଂସ ବ୍ୟକ୍ତି ଓ ଜୀବମାନଙ୍କ ପ୍ରାଚୀନ ଖଳ ଶକ୍ତିଠାରୁ ମହାଦେଶକୁ ରକ୍ଷା କରିବା ସେମାନଙ୍କ ଦାୟିତ୍ୱ ।
ଏହି ଧାରାବାହିକଟି ମାର୍ଟିନଙ୍କର ଉପନ୍ୟାସ ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ଶୃଙ୍ଖଳା ଉପରେ ପର୍ଯ୍ୟବସିତ ଥିଲା । କିନ୍ତୁ ନୂତନ ଅଧ୍ୟାୟଗୁଡ଼ିକପାଇଁ କାହାଣୀ ନୂତନରୂପେ ଲେଖାଯାଇଥିଲା ।
ଏହି ଧାରାବାହିକରେ ଅଭିନୟ କରୁଥିବା ପୀଟର ଡିଙ୍କଲେଜ ୨୦୧୧, ୨୦୧୫ ଏବଂ ୨୦୧୮ରେ ଶ୍ରେଷ୍ଠ ସହ-କଳାକାର ଭାବରେ ଏମୀ ପୁରସ୍କାର ଜିତିଥିଲେ ।[୪]
ଯୁକ୍ତରାଜ୍ୟରେ ଏହି ଧାରାବାହିକଟି ଦର୍ଶକ ସଂଖ୍ୟାରେ ରେକର୍ଡ଼ ସୃଷ୍ଟି କରିଥିଲା । ହାରାହାରି ୫୦ ଲକ୍ଷ ଲୋକ ଏହାକୁ ୨୦୧୬ ମସିହାରେ ଦେଖିଥିଲେ [୫] ଏବଂ ଅଷ୍ଟ୍ରେଲିଆରେ ପାଖାପାଖି ୧୨ ଲକ୍ଷ ଲୋକ ଦେଖିଥିଲେ ।[୬]
Season | Episode number | Average | ||||||||||
---|---|---|---|---|---|---|---|---|---|---|---|---|
1 | 2 | 3 | 4 | 5 | 6 | 7 | 8 | 9 | 10 | |||
1 | 2.22 | 2.20 | 2.44 | 2.45 | 2.58 | 2.44 | 2.40 | 2.72 | 2.66 | 3.04 | 2.52 | |
2 | 3.86 | 3.76 | 3.77 | 3.65 | 3.90 | 3.88 | 3.69 | 3.86 | 3.38 | 4.20 | 3.80 | |
3 | 4.37 | 4.27 | 4.72 | 4.87 | 5.35 | 5.50 | 4.84 | 5.13 | 5.22 | 5.39 | 4.97 | |
4 | 6.64 | 6.31 | 6.59 | 6.95 | 7.16 | 6.40 | 7.20 | 7.17 | 6.95 | 7.09 | 6.84 | |
5 | 8.00 | 6.81 | 6.71 | 6.82 | 6.56 | 6.24 | 5.40 | 7.01 | 7.14 | 8.11 | 6.88 | |
6 | 7.94 | 7.29 | 7.28 | 7.82 | 7.89 | 6.71 | 7.80 | 7.60 | 7.66 | 8.89 | 7.69 | |
7 | 10.11 | 9.27 | 9.25 | 10.17 | 10.72 | 10.24 | 12.07 | N/A | 10.26 |
For the second season and the average ratings of the first season, see "Game of Thrones: Season Two Ratings". TV Series Finale. June 11, 2012. Archived from the original on September 1, 2016. Retrieved April 18, 2016.
For the third season, see "Game of Thrones: Season Three Ratings". TV Series Finale. June 12, 2013. Archived from the original on September 1, 2016. Retrieved April 18, 2016.
For the fourth season, see "Game of Thrones: Season Four Ratings". TV Series Finale. June 18, 2014. Archived from the original on September 1, 2016. Retrieved April 18, 2016.
For the fifth season, see "Game of Thrones: Season Five Ratings". TV Series Finale. June 16, 2015. Archived from the original on September 1, 2016. Retrieved April 18, 2016.
For the sixth season, see "Game of Thrones: Season Six Ratings". TV Series Finale. June 28, 2016. Archived from the original on September 1, 2016. Retrieved April 24, 2016.
For the seventh season, see "Game of Thrones: Season Seven Ratings". TV Series Finale. August 29, 2017. Archived from the original on September 16, 2017. Retrieved August 29, 2017.