ଜେମ୍ସ ୱାଟ ୱାଟ | |
---|---|
ଜନ୍ମ | ସ୍କଟ୍ଲ୍ୟାଣ୍ଡ | ୧୯ ଜାନୁଆରୀ ୧୭୩୬
ମୃତ୍ୟୁ | ୨୫ ଅଗଷ୍ଟ ୧୮୧୯ ଇଂଲଣ୍ଡ୍ | (ବୟସ ୮୩)
ଜାତୀୟତା | ସ୍କଟ୍ଲ୍ୟାଣ୍ଡୀୟ |
ଜାତୀୟତା | ବିଲାତି |
ପ୍ରସିଦ୍ଧି | ବାଷ୍ପଚାଳିତ ଯନ୍ତ୍ର |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଉଦ୍ଭାବକ ଏବଂ ଯନ୍ତ୍ର ବିଜ୍ଞାନୀ |
କର୍ମାନୁଷ୍ଠାନ | ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟ ବୋଲ୍ଟନ୍ ଓ ୱାଟ |
ଦସ୍ତଖତ | |
ଜେମ୍ସ ୱାଟ ୱାଟ ହେଉଛନ୍ତି ଜଣେ ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ । ବାଷ୍ପଚାଳିତ ଯନ୍ତ୍ରରେ ସେ କରିଥିବା ଉନ୍ନତି ଶିଳ୍ପ ବିପ୍ଳବ ସମୟରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା ।[୨]
ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ବାଷ୍ପଚାଳିତ ଯନ୍ତ୍ର ପ୍ରତି ଆଗ୍ରହୀ ହେଲେ । ସେ ଅନୁଭବ କଲେ ଯେ ତତ୍କାଳୀନ ଯନ୍ତ୍ର ଅନେକ ଶକ୍ତି ଅପଚୟ କରୁଛନ୍ତି । ସେ ଯନ୍ତ୍ରରେ ଏମିତି ପରିବର୍ତ୍ତନ କଲେ ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ଶକ୍ତି ମଧ୍ୟ ସଞ୍ଚୟ କଲା ।
ସେ ଅଶ୍ୱକ୍ଷମତା ଶବ୍ଦର ପ୍ରଚଳନ କରିଥିଲେ । [୩]ତାଙ୍କ ନାମାନୁସାରେ ଶକ୍ତିର ଏକକକୁ ୱାଟ କୁହାଯାଏ ।
{{cite book}}
: Check |isbn=
value: invalid character (help)
{{cite book}}
: Invalid |ref=harv
(help)