ମଦର୍ ଟେରେସା କଲିକତାର ସେଣ୍ଟ୍ ଟେରେସା ଚାରିଟି ମିଶନାରୀ | |
---|---|
Consecrated ଧାର୍ମିକ, ନନ୍ | |
Born | ଆନ୍ଜେଜେ ଗୋନ୍କ୍ସେ ବୋଜାକ୍ସ୍ହିଉ ୨୬ ଅଗଷ୍ଟ ୧୯୧୦ ଉସ୍କୁପ୍, କୋସୋଭୋ ଭିଲାୟେତ୍, ଅଟ୍ଟୋମାନ୍ ସାମ୍ରାଜ୍ୟ (ବର୍ତ୍ତମାନ ସ୍କୋପ୍ଜେ, ମାସିଡ଼ୋନିଆ ସାଧାରଣତନ୍ତ୍ର) |
Died | ୫ ସେପ୍ଟେମ୍ବର ୧୯୯୭ କଲିକତା, ପଶ୍ଚିମବଙ୍ଗ, ଭାରତ | (ବୟସ ୮୭)
Venerated in | ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ |
Beatified | ୧୯ ଅକ୍ଟୋବର ୨୦୦୩, ସେଣ୍ଟ୍ ପିଟର୍ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଜନ୍ ପଲ୍- ଦ୍ୱିତୀୟ |
Canonized | ୪ ସେପ୍ଟେମ୍ବର ୨୦୧୬, ସେଣ୍ଟ୍ ପିଟର୍ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଫ୍ରାନ୍ସିସ୍ |
Major shrine | Mother House of the Missionaries of Charity, କଲିକତା, ପଶ୍ଚିମବଙ୍ଗ, ଭାରତ |
Feast | ୫ ସେପ୍ଟେମ୍ବର[୧] |
Attributes | |
Patronage |
Mother Teresa | |
---|---|
ଧର୍ମ | Roman Catholicism |
ବ୍ୟକ୍ତିଗତ | |
ଜାତୀୟତା | Ottoman subject (1910–1912) Serbian subject (1912–1915) Bulgarian subject (1915–1918) Yugoslavian subject (1918–1943) Yugoslavian citizen (1943–1948) Indian subject (1948–1950) Indian citizen[୪] (1950–1997) Albanian citizen[୫] (1991–1997) |
Senior posting | |
ଉପାଧି | Superior general |
Period in office | 1950–1997 |
ପର | Sr. Nirmala Joshi, MC |
ମଦର ଟେରେସା, (ଜନ୍ମ: Anjezë Gonxhe Bojaxhiu; Albanian: 26 ଅଗଷ୍ଟ ୧୯୧୦ - ୫ ସେପ୍ଟେମ୍ବର ୧୯୯୭ ) ଜଣେ ଆଲବାନିଆନ - ଭାରତୀୟ ରୋମାନିଆନ କ୍ଯାଥଲିକ ନନ ଥିଲେ। ସେ ସ୍କୋପ୍ଯେଠାରେ ଜନ୍ମ ଗ୍ରହଣ କରିଥିଲେ। ମାସେଡୋନିଆରେ ୧୮ ବର୍ଷ ରହିଲା ପରେ ସେ ଆୟାରଲ୍ଯାଣ୍ଡ ଆସିଥିଲେ ଓ ମୃତ୍ୟୁ ଯାଏଁ ଭାରତରେ ରହିଥିଲେ ।
ଟେରେସା ନିଜ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହେଇଥିଲେ, ସେ ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚଦ୍ୱାରା ସନ୍ଥର ମାନ୍ୟତା ପାଇଥିଲେ ।
<ref>
ଚିହ୍ନ;
Cannon2013
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |