ମହାବଳ ବାଘ | |
---|---|
A Bengal tiger at Ranthambore National Park | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Mammalia |
ଗଣ: | Carnivora |
କୁଳ: | Felidae |
ଉପକୁଳ: | Pantherinae |
ପ୍ରଜାତି: | Panthera |
ଜାତି: | Panthera tigris |
ଉପଜାତି: | Panthera tigris tigris |
ଟ୍ରାଇନୋମିଆଲ ନାମ | |
Panthera tigris tigris Pocock, 1929
|
ମହାବଳ ବାଘ (Panthera tigris tigris), ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଉଥିବା ବାଘ ପ୍ରଜାତି ଅଟେ । ଭାରତରେ ଏହାର ସଂଖ୍ୟା ୧୭୦୬-୧୯୦୯ ହୋଇଥିବାବେଳେ ବଙ୍ଗଳାଦେଶରେ ୪୪୦, ନେପାଳରେ ୧୬୩-୨୫୩ ଓ ଭୁଟାନରେ ଏମାନଙ୍କ ସଂଖ୍ୟା ୬୭-୮୧ ଅଟେ ।[୧][୨][୩][୪] ୨୦୧୦ ମସିହାଠାରୁ ଏହାକୁ ଏକ ବିପଦ ସଙ୍କୁଳ ପ୍ରଜାତି ଭାବେ IUCN (International Union for Conservation of Nature) ଘୋଷଣା କରିଛି । ବାଘ, ଉଭୟ ବଙ୍ଗଳାଦେଶ ଓ ଭାରତର ଜାତୀୟ ପଶୁ ଅଟେ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |